This browser does not support the video element.
ରାଇଘର: ଶିକ୍ଷକଙ୍କ ବଦଳି ପ୍ରତିବାଦ ରେ ବିଦ୍ୟାଳୟ ଫାଟକରେ ତାଲା ମାରିଲେ ଗ୍ରାମବାସି
Raighar, Nabarangpur | Sep 25, 2025
ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସେଠି ଙ୍କ ଅନ୍ୟତ୍ର ବଦଳି କୁ ବାତିଲ କରିବାକୁ ନେଇ ପ୍ରତିବାଦ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଂଚାୟତ ର ମାଉଲିଭଟା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସେଠି ଙ୍କ ଟିମନପୁର ଶୋଭାପାରା ପ୍ରାଥମିକ ବିଦ୍ୟାଳୟ ରେ ବଦଳି ହୋଇଥିବା ବେଳେ ଏହି ବଦଳି କୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ମାରିଲେ ଗ୍ରାମବାସି। ଯେଉଁ ପର୍ଯନ୍ତ ପ୍ରଧାନ ଶିକ୍ଷକ ଙ୍କ ବଦଳି ବାତିଲ ନ ହେବ ସେ ପର୍ଯ୍ୟନ୍ତ ତାଲା ଖୋଲାହବନାହିଁ ବୋଲି ଚେତାବନୀ ଦେଇଥିଲେ।