This browser does not support the video element.
ଜି ଉଦୟଗିରି: ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଅଛି
G Udayagiri, Kandhamal | Sep 13, 2025
ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ପ୍ରାଥମିକ ଚିକିତ୍ସା ଦିବସପାଳିତ ହୋଇଅଛି. ୟୁଥ୍ ରେଡକ୍ରସ୍ ସଂଚାଳକ ଅଧ୍ୟାପକ ବିଶ୍ୱ ବିହାରି ଦଳେଇଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସତ୍ୟନାରାୟଣ ପଟ୍ଟନାୟକ ଯୋଗ ଦେଇ ଦୀପ ପ୍ରଜ୍ବଳନ ସହ ପ୍ରାଥମିକ ଚିକିତ୍ସା ଅୟମାରମ୍ଭ, ଆବଶ୍ୟକତା ,ସରକାରୀ ସ୍ୱାସ୍ଥ୍ୟ ବିଭାଗ ସୁବିଧା , ବିଭିନ୍ନ ଅସୁବିଧା ପରିସ୍ଥିତି ସମୟରେ ପ୍ରାଥମିକ ଚିକିତ୍ସା କିପରି କରିବା ରୁତୁ ଅନୁଯାଇ ଅଂଶୁଘାତ ଭଳି ଅସୁବିଧାର ଉପରେ ସୂଚନା ଦିଆଗଲା.