Download Now Banner

This browser does not support the video element.

କବିସୂର୍ଯ୍ୟନଗର: କୋଦଳା ଠାରେ କଂଗ୍ରେସର ‘ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kabisuryanagar, Ganjam | Sep 5, 2025
ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର କୋଦଳା ଦଣ୍ଡିଶ୍ୱର ମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଣେ ଦକ୍ଷ ଓ ଦୃଢ଼ ସଂଗଠନଙ୍କୁ ଜିଲା କଂଗ୍ରେସ ସଭାପତି ଭାବେ ମନୋନୀତ କରିବା ପାଇଁ ଜିଲାର ସମସ୍ତ କଂଗ୍ରେସ କର୍ମୀ, ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ଠାରୁ ଏହି ସଙ୍ଗଠନ ସୃଜନ ଅଭିଯାନରେ ମତାମତ ଲୋଡାଯିବ ବୋଲି ମୟପାନ୍ନ ସୂଚନା ଦେଇଛନ୍ତି।ଗଞ୍ଜାମ ଜିଲ୍ଲା ପଶ୍ଚିମ ସଂଯୋଜକ ଦେବକାନ୍ତ ଶର୍ମା ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି। ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ ଓଡିଶା ରେ କଂଗ୍ରେସ ସୁଦୃଢ ହେବ ବୋଲି କହିଛନ୍ତି ଏ ଆଇ ସି ସି ପ୍ରଭାରୀ ସଚିନ ନାୟକ ।
Read More News
T & CPrivacy PolicyContact Us