Download Now Banner

This browser does not support the video element.

ମାଲକାନଗିରି: ପତ୍ରୀପାକନା ଜଙ୍ଗଲରୁ ୫୦୦ କିଲୋ ଗଞ୍ଜେଇ ଜବତ କଲା ଓରକେଲ ପୋଲିସ

Malkangiri, Malkangiri | Sep 30, 2025
ମାଲକାନଗିରି ଜିଲ୍ଲା ପତ୍ରୀପାକନା ଜଙ୍ଗଲରୁ ୫୦୦ କିଲୋ ଗଞ୍ଜେଇ ଜବତ କରିଛି ଓରକେଲ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ପତ୍ରୀପାକନା ଜଙ୍ଗଲରେ ଓରକେଲ ପୋଲିସ ଚଢ଼ାଉ କରିବା ପରେ ସେ ସ୍ଥାନରୁ ୫୦୦ କିଲୋ ଗଞ୍ଜେଇ ଜବତ କରିଥିଲା। ସେ ସ୍ଥାନରେ କିଏ ନ ଥିବାରୁ ଗଞ୍ଜେଇ ଜବତ କରିଥିବା ଆଜି ମଙ୍ଗଳବାର ଦିନ ୪ ଘଟିକା ସମୟରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us