Download Now Banner

This browser does not support the video element.

ଜଗତସିଂହପୁର: ବିରିଡି ସ୍ୱାସ୍ମି ଅରୁପାନନ୍ଦ ମହାରାଜଙ୍କ ପୀଠରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Jagatsinghapur, Jagatsinghpur | Sep 13, 2025
ସନାତନ ଧର୍ମ ସବୁ ସଂସ୍କୃତିର ମୂଳ ଉତ୍ସ କିନ୍ତୁ ସନାତନ ଧର୍ମର ଭାବନାକୁ କିଛି କଥାବାଚକ ଓ ପ୍ରବଚକ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା ନେଇ ଅଭିଯୋଗ ଆଣି ଜଗତଗୁରୁ ରାମାନନ୍ଦଚାର୍ଯ୍ୟ ଡ଼ଃ ସ୍ୱାମୀ ଅରୁପାନନ୍ଦ ମହାରାଜଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଜଗତସିଂହପୁର ଜିଲ୍ଲା ବିରିଡିସ୍ଥିତ ସ୍ୱାମୀ ଅରୁପାନନ୍ଦଙ୍କ ପୀଠରେ ଏହି ସାମ୍ବାଦିକ ସମ୍ମିଳନୀ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସେ ତଥାକଥିତ ବକ୍ତା ଓ ପ୍ରବଚକମାନଙ୍କୁ ସନାତନ ଧର୍ମର ଭାବନାକୁ ଏଭଳି କଦର୍ଥ ନ କରିବାକୁ ଚେତାବନୀ ଦେଇଛନ୍ତି
Read More News
T & CPrivacy PolicyContact Us