Download Now Banner

This browser does not support the video element.

ଢେଙ୍କାନାଳ ସଦର: ସାଂକୁଲେଇ ସରପଞ୍ଚଙ୍କ ବିରୋଧରେ ଭୋଟଶେଷ, ଫଳାଫଳକୁ ନେଇ ତହସିଲ ଦାର ଯାହା କୁହନ୍ତି

Dhenkanal Sadar, Dhenkanal | Aug 22, 2025
ସାଂକୁଲେଇ ଗ୍ରାମ ପଞ୍ଚାୟତର ସରପଞ୍ଚ କଳ୍ପନା ରାଜଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ନେଇ ଆଜି ଶୁକ୍ରବାର ଦିନ ଜିଲ୍ଲାପ୍ରଶାସନ ଓ ବ୍ୟାପକ ପୋଲିସ ଉପସ୍ଥିତିରେ ଭୋଟ କାର୍ଯ୍ୟା ଶେଷ ହୋଇଛି। ପ୍ରଶାସନ ଭୋଟ ବାକ୍ସକୁ ସିଲ କରି ନେଇଯାଇଛନ୍ତି । ଆଜିର ଭୋଟରେ ସରପଞ୍ଚ ଅନୁପସ୍ଥିତ ଥିବାବେଳେ ୯ଜଣ ୱାର୍ଡମେମ୍ବର ମାନେ ଯୋଗ ଦେଇ ଭୋଟ ଦେଇଛନ୍ତି I ହେଲେ ଭୋଟର ଫଳାଫଳକୁ ନେଇ ମଧ୍ୟାହ୍ନ ୧୨ଟା ୩୦ରେ ସଦର ତହସିଲ ଦାର ପ୍ରତିକ୍ରିୟାରେ ଯାହା କୁହନ୍ତି ।
Read More News
T & CPrivacy PolicyContact Us