Download Now Banner

This browser does not support the video element.

ପଟ୍ଟାଙ୍ଗୀ: ପଟାଙ୍ଗୀ ବ୍ଲକ୍ ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା ଙ୍କ ଭାଇ ଦନୁ ଖରାଙ୍କ ଙ୍କ ବିୟୋଗରେ ମଣ୍ଡଳଗୁଡା ଗ୍ରାମକୁ ଯାଇ ଶେଷ ଦର୍ଶନ କଲେ ବହୁ ନେତା

Pottangi, Koraput | Oct 7, 2025
କୋରାପୁଟ ଜିଲ୍ଲା ପଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା ଙ୍କ ବଡ ଭାଈ ଦନୁ ଖରା ଙ୍କ ଆଜି ଅକାଳ ବିୟୋଗ ଘଟିଛି। କିଛି ଦିନ ହେବ ଦନୁ ଖରା ଦଣ୍ଡିସ ରୋଗରେ ପୀଡିତ ଥିଲେ। ଦନୁ ଖରା ବର୍ତ୍ତମାନ କୋରାପୁଟ ସଂସାଡ ସପ୍ତଗିରି ଉଲ୍କା ଙ୍କ ପଟାଙ୍ଗି ବ୍ଲକ୍ ପ୍ରତିନିଧି ଥିଲେ। ଏବଂ ସେ ପଟାଙ୍ଗି ବ୍ଲକର ପୁର୍ବତନ ଚେୟାରମେନ୍ ଭି ଥିଲେ। ଦନୁ ଖରା ଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ନିଜ ପୌତୃକ ଗାଁ ମଣ୍ଡଳଗୁଡା ରେ ବହୁ ମାନଗନ୍ୟ ବ୍ୟକ୍ତି ପଟଙ୍ଗି ବିଧାୟକ Ramchandra kaadam Koraput ta କଂଗେସ ଜିଲ୍ଲା ସଭାପତି ରୂପକ ତୁରୁକ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଳକା ପଟଙ୍ଗି ର ପୂର୍ବ
Read More News
T & CPrivacy PolicyContact Us