Download Now Banner

This browser does not support the video element.

ଫୁଲବାଣୀ ସହର: ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରଶାସକ ବେରେଡ଼ାକିଆ ଓ ସୁଗଡବାଡି ଗ୍ରସ୍ତ, ବହୁ ପଦାଧିକାରୀ ଙ୍କ ଯୋଗଦାନ

Phulabani Town, Kandhamal | Aug 27, 2025
ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଡାଇରେକଟର ସ୍ପେଶାଲ ପ୍ରୋଜେକ୍ଟସ PRI ଏବଂ DW ବିଭାଗ,ଓଡ଼ିଶା, କନ୍ଧମାଳ ଜିଲ୍ଲାର ବେରେଡ଼ାକିଆ ଠାରେ ଥିବା ଶୀତଳ ଭଣ୍ଡାର,ସୁଗଡ଼ବାଡ଼ି ଗ୍ରାମପଞ୍ଚାୟତର ଅନ୍ତଦୋୟ ଗୃହ ଯୋଜନା,ଅମୃତ ସରୋବର ବନ୍ଧ ଓ ମାଛ ଚାଷ ପ୍ରକଳ୍ପ ପରିଦର୍ଶନ କରି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ଉପଜିଲ୍ଲାପାଳ ପ୍ରଣୀତା ଦାସ, CDO-cum-EO ଶ୍ରୀ ଶମ୍ଭୁନାଥ ମହାନନ୍ଦିଆ,ଜିଲ୍ଲା ସ୍ତରୀୟ ଅଧିକାରୀ,ବିଡିଓ ସବ୍ୟସାଚୀ ସାହୁ ଯୋଗ ଦେଇଥିଲେ.
Read More News
T & CPrivacy PolicyContact Us