Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: Ofcourse ଏସ.ପି. ମୁଖ୍ୟକାର୍ଯ୍ୟାଳୟର ସୂଚନାନୁଯାୟୀ ରଘୁନାଥପାଲି ପୋଲିସ ଗଙ୍ଗାଧପାଲିର ସିଲୁ ଦାସକୁ ଗିରଫ କରି ୨.୪୩୨କିଲୋ ଗଞ୍ଜେଇ ଜବତ

Raurkela M, Sundargarh | Sep 9, 2025
ସେପ୍ଟେମ୍ବର ୯ତାରିଖ ଏସ.ପି. ମୁଖ୍ୟ କାର୍ଯ୍ୟାଳୟ ରାତି ୮ଟା ୫୫ମିନିଟର ସୂଚନାନୁଯାୟୀ ରଘୁନାଥପାଲି ଥାନାର୮ ଏସ.ଆଇ. ସୁରଜ କାନ୍ସରାଲି ଓ ତାଙ୍କ ସହକର୍ମୀମାନେ ଗଙ୍ଗାଧରପାଲି ବସ୍ତିର ୩୫ବର୍ଷୀୟ ସିଲୁ ଦାସ,ପିତା- ମହେଶ୍ୱର ଦାସ ଠାରୁ ପ୍ରାୟ ୨.୪୩୨କିଲୋ ଗଞ୍ଜେଇ ଅବୈଧ ଭାବେ ପରିଵହନ କରିବା ସମୟରେ ରାଉରକେଲାର "ଉତ୍କଳ ଇଞ୍ଜିନିଅରିଂ ନିକଟରେ ଧରା ପଡିଥିଲା
Read More News
T & CPrivacy PolicyContact Us