Download Now Banner

This browser does not support the video element.

ଜଗତସିଂହପୁର: ତ୍ରିପୁରାରେ କାର୍ଯ୍ୟରତ ଶାଳଜଙ୍ଗ ପଞ୍ଚାୟତର ଜୋତ ଚନ୍ଦ ପାଟଣାର ସିଆରପିଏଫ ଯବାନଙ୍କ ବିୟୋଗ, ଖବର ଶୁଣି ବାସଭବନରେ ପହଞ୍ଚିଲେ ସ୍ଥାନୀୟ ବିଧାୟକ

Jagatsinghapur, Jagatsinghpur | Aug 27, 2025
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତ ର ଜୋତ ଚନ୍ଦ ପାଟଣା ର ତ୍ରିପୁରା ରେ କାର୍ଯ୍ୟରତ , CRPF ଯବାନ ପ୍ରସନ୍ନ କୁମାର ପାତ୍ର ଙ୍କ ହୃଦଘାତ ରେ ପରଲୋକ, ଖବର ପାଇଁ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ତାଙ୍କ ବାସଭବନରେ ସହିଦ ପ୍ରସନ୍ନ କୁମାର ପାତ୍ର ଙ୍କୁ ଶେଷ ଦର୍ଶନ କରି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି l
Read More News
T & CPrivacy PolicyContact Us