Download Now Banner

This browser does not support the video element.

ବଲାଙ୍ଗୀର: ପୌରପରିଷଦ ଅଧ୍ୟକ୍ଷା ଓ ସମସ୍ତ କାଉନସିଲର ଗୃହ ନିର୍ମାଣ ବିଭାଗୀୟ ଅଧିକାରୀଙ୍କ ବୈଠକ, ରଖିଲେ ଉଭୟ ପ୍ରତିକ୍ରିୟା

Balangir, Balangir | Sep 12, 2025
ଆଜି ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତି ଲିକା ସାହୁଙ୍କ ନେତୃତ୍ବରେ ସମସ୍ତ କାଉନସିଲରମାନେ ଗୃହ ନିର୍ମାଣ ବିଭାଗୀୟ ଅଧିକାରୀଙ୍କ ସହ ସଭା କରିଥିଲେ। ସଭାରେ ସହରର ପାଣି ନିଷ୍କାଷଣ, ରାସ୍ତା ମରାମତି, ଆଲୋକ ବ୍ୟବସ୍ଥା ଭଳି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। କାଉନସିଲରମାନେ ଲୋକଙ୍କ ଅସୁବିଧାକୁ ସାମ୍ନାକୁ ଆଣି, ସତ୍ୱର ପଦକ୍ଷେପ ନେବାକୁ ଦାବି କଲେ। ଯନ୍ତ୍ରୀ ଓ ପୌରପରିଷଦ ଅଧ୍ୟକ୍ଷା ସମସ୍ତଙ୍କୁ ସହଯୋଗରେ ସମାଧାନ କରିବାକୁ ଆଶ୍ୱାସନ ଦେଲେ।
Read More News
T & CPrivacy PolicyContact Us