Download Now Banner

This browser does not support the video element.

ନର୍ଲା: ତୁଳାପଦା ପଡା ସ୍ଥିତ ବିୟର ପଡା ଗ୍ରାମର ତ୍ରିଲୋଚନ ମାଝୀ ଙ୍କ ମୋବାଇଲ୍ ଫୋନ୍ ଚୋରି ଘଟଣା ଆଜି ଥାନାରେ ଅଭିଯୋଗ

Narala, Kalahandi | Sep 11, 2025
ନର୍ଲା ଥାନା ଅନ୍ତର୍ଗତ ତୁଲପଦା ସ୍ଥିତ ବିୟର ପଡା ଗ୍ରାମର ତ୍ରିଲୋଚନ ମାଝୀ ଙ୍କ opoo ମୋବାଇଲ୍ ଫୋନ୍ ଚୋରି ହୋଇଯାଇଥିଲା ଚୋରି କରିଥିବା ଯୁବକ ଙ୍କୁ ପଚାରିବା ପରେ ମୋବାଇଲ୍ ଫୋନ୍ ଫେରସ୍ତ ନ କରିବା ଫଳରେ ଆଜି ଗୁରୁବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ତ୍ରିଲୋଚନ ମାଝୀ
Read More News
T & CPrivacy PolicyContact Us