Install App
kabisuryatv
This browser does not support the video element.
ଭଞ୍ଜନଗର: ଭଞ୍ଜନଗର KSUB କଲେଜରେ ଆଜି ଦିନ 10 ଘଣ୍ଟ ସମୟରେ ଷ୍ଟାର୍ଟ ଅପ ପ୍ରତିଯୋଗିତା 2025 ର ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Bhanjanagar, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର KSUB କଲେଜରେ ଆଜି ଦିନ 10 ଘଣ୍ଟ ସମୟରେ ଷ୍ଟାର୍ଟ ଅପ ପ୍ରତିଯୋଗିତା 2025 ର ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନ କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ କୁ କଲେଜ ର ଅଧ୍ୟକ୍ଷ ଡିକେ ଖୁଣ୍ଟିଆ ପରିଚାଳନା କରିବା ସହ ସଚେତନ କରାଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!