Install App
swatiki
This browser does not support the video element.
ବ୍ରହ୍ମଗିରି: ଭୁବନେଶ୍ୱର ଠାରେ ବ୍ରହ୍ମଗିରି ବ୍ଲକ ର ବିଭିର୍ନ ଉର୍ନତି ମୂଳକ କାର୍ଯ୍ୟନେଇ ବୈଠକ ଅନୁଷ୍ଠିତ
Brahmagiri, Puri | Sep 9, 2025
ମଙ୍ଗଳବାର ରାତ୍ର ୭ ଘଟିକା ସମୟରେ ବ୍ରହ୍ମଗିରି ବ୍ଲକର ବିଭିର୍ନ ଉର୍ନତି ମୂଳକ କାର୍ଯ୍ୟ ନେଇ ଭୁବନେଶ୍ୱର ଠାରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଯୋଗ ଦେଇଛନ୍ତି, ବିଧାୟିକା ଉପାସନା ମହାପାତ୍ର। ନୂତନ ପ୍ରକଳ୍ପ ନୂଆ ଯୋଜନା ଓ ଅଞ୍ଚଳରେ ରହିଥିବା ସମସ୍ୟା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!