This browser does not support the video element.
କେସିଙ୍ଗା: କଶ୍ରୁପଡା ଗାଁ ଠାରେ ବୀର ଯବାନ ଡୋଳାମଣି ସାଙ୍କ ସହିଦ ଦିବସ ପାଳିତ
Kesinga, Kalahandi | Jul 1, 2025
କେସିଙ୍ଗା ବ୍ଲକ କଶ୍ରୁପଡା ଗାଁ ମାର୍କେଟ କମ୍ପ୍ଲେକ୍ସ ପାଖ ସହୀଦ ଯବାନ ଡୋଳାମଣି ସାଙ୍କ ପ୍ରତିମୂର୍ତ୍ତି ଠାରେ ଆଜି ୧୧ ଟା ସମୟ ବେଳେ ତାଙ୍କର ବଳିଦାନ ଦିବସ ପାଳିତ ହୋଇଯାଇଛି l1997 ଜୁଲାଇ 1 ତାରିଖରେ ଭାରତୀୟ ସେନାରେ କାର୍ଯ୍ୟରତ ଅବସ୍ଥାରେ ସିପାହୀ ଶ୍ରୀସା ବୀରଗତି ପ୍ରାପ୍ତ ହୋଇଥିଲେ l ଏହି ଅବସରରେ ସ୍ଥାନୀୟ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର N C C ଶିକ୍ଷକ ତିରନ ଶୁନାନୀଙ୍କ ତତ୍ୟବଧାନରେ ଜଳ ଓ ଆକାଶ ବାହିନୀର କେତେଟ ମାନେ ଅଂଶ ଗ୍ରହଣ କରିଥିଲେ l ସହିଦଙ୍କ ପରିବାର ଓ ସ୍ଥାନୀୟ ଉଦ୍ୟୋକ୍ତା ଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଅରୁଣା ନାଗ,ଉତ୍କଳ ଗ୍ରାମୀଣ ବ୍ୟାଙ