Download Now Banner

This browser does not support the video element.

କୋଟପାଡ: ବୈପାରୀଗୁଡା ଠାରେ ସାର ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଲେ ଚାଷୀ ରାଜ କିଶୋର ବେହେରା

Kotpad, Koraput | Aug 22, 2025
ଚାଷୀଙ୍କ ସାର ସମସ୍ୟା ସମାଧାନ ନ ହୁଏ ଆଗାମୀ ଦିନରେ ରାଜରାସ୍ତକୁ ଓ଼ଲ୍ଳେହେଇବେ ଚାଷୀ l ଏନେଇ ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ବୈପାରୀଗୁଡା ଠାରେ ପ୍ରତିକ୍ରିୟା ରଖିଲେ ଚାଷୀ କିଶୋର ବେହେରା l ବୈପାରୀଗୁଡା ଅଂଚଳ ରେ ଦୀର୍ଘ ଦିନ ଧରି ଚାଷୀ ଙ୍କୁ ସାର ମିଳୁନି ଯୋ ଦ୍ୱାରା କି ହନ୍ତସନ୍ତ ହେଉଛନ୍ତି ଚାଷୀ l କେବଳ ଗୋଟିଏ ଆଧାର କାର୍ଡ ରେ ଗୋଟିଏ ସାର ବସ୍ତା ଦିଆଯାଉଛି ଯାହାକୁ ନେଇ ଚାଷୀ ହଇରାଣ ହେଉଛନ୍ତି l ଯଦି ଚାଷୀଙ୍କ ସାର ସମସ୍ୟା ସମାଧାନ ନହୁଏ ରାଜରାସ୍ତାକୁ ଓ଼ଲ୍ଳେହେଇବେ ଚାଷୀ l
Read More News
T & CPrivacy PolicyContact Us