Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ରେ ଅପରେସନ ପ୍ରହାର,ବ୍ରାଉନ ସୁଗାର,ଗଞ୍ଜେଇ ଜବତ,ଜଣେ ମହିଳାଙ୍କ ସମେତ ୪ ଗିରଫ

Baleshwar M, Balasore | Sep 7, 2025
ନିଶା ଦ୍ରବ୍ୟକୁ ରୋକିବା ପାଇଁ ସାରା ରାଜ୍ୟରେ ଅପରେସନ ପ୍ରହାର କାର୍ଯ୍ୟକାରୀ କରାଯାଇଛି।ଛୋଟ ଦୋକାନ ମାନଙ୍କରେ ବ୍ରାଉନ ସୁଗାର,ଗଞ୍ଜେଇ ଆଦି ବିଭିନ୍ନ ନିଶା ଦ୍ରବ୍ୟ ବିକ୍ରି କୁ ରୋକିବା ପାଇଁ ପୋଲିସ ବିଭାଗ ପକ୍ଷରୁ ଅପରେସନ ପ୍ରହାର ମାଧ୍ୟମରେ ଚଢାଉ କରାଯାଉଛି।ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାର ଅପରେସନ ପ୍ରହାର ରେ ବିଭିନ୍ନ ଥାନା ଅଞ୍ଚଳରୁ ବ୍ରାଉନ ସୁଗାର,ଗଞ୍ଜେଇ ଆଦି ଜବତ କରିବା ସହ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ବୋଲି ଆଜି ଦିନ ୧୧ଟା ସମୟରେ ଡି ଆଇ ଭି ଡିଏସପି ନିବେଦିତା ସୋରେନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us