Download Now Banner

This browser does not support the video element.

କଣ୍ଟାବାଞ୍ଜି: ଇନ୍ଦିରା ଛକ ନିକଟରେ ଥିବା ଅନିଲ ବ୍ରଦର୍ସ ଦୋକାନରେ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି ସୂଚନା

Kantabanji, Balangir | Apr 10, 2024
କଣ୍ଟାବାଞ୍ଜି ଇନ୍ଦିରା ଛକ ନିକଟରେ ଥିବା ଅନିଲ ବ୍ରଦର୍ସ ଦୋକାନରେ ଆଜି ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଦୋକାନ ମାଲିକ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ବିଦ୍ୟୁତ ବିଭାଗ ଓ ଦମକଳ ବାହିନୀ କର୍ମଚାରୀଙ୍କୁ ଖବର ଦେବାରୁ ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l
Read More News
T & CPrivacy PolicyContact Us