This browser does not support the video element.
ବଲାଙ୍ଗୀର: ବୁରୋଭାଡି ଗ୍ରାମରୁ ଜଣେ ବ୍ୟକ୍ତି ଙ୍କ ଘର ପରିସର ରୁ ନାଗ ସାପ ଉଦ୍ଧାର
Balangir, Balangir | Aug 30, 2025
ବଲାଙ୍ଗୀର: ବୁରୋଭାଡି ଗ୍ରାମରୁ ନାଗ ସାପ ଉଦ୍ଧାର ବୁରୋଭାଡି ଗ୍ରାମରେ ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଜଣଙ୍କର ଘର ପରିସରରେ ନାଗ ସାପ ପ୍ରବେଶ କରିଥିବା ସୂଚନା ମିଳିଲା। ସୂଚନା ପାଇବା ସହିତେ ବଲାଙ୍ଗୀରର ପରିଚିତ ପଶୁ ପ୍ରେମୀ ଦେବ ରାଜ ବାରିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ପରେ ସାପକୁ ଜଙ୍ଗଲ ଅଞ୍ଚଳରେ ଛାଡ଼ି ଦିଆଗଲା। ସ୍ଥାନୀୟ ଲୋକମାନେ ସାପକୁ ହାନି ନ କରି ସତର୍କ ରହିଥିବା ସହିତ ପଶୁ ପ୍ରେମୀଙ୍କ ସହଯୋଗରେ ନାଗ ସାପର ପ୍ରାଣ ରକ୍ଷା କରିଥିବାକୁ ସ୍ୱାଗତ କରିଛନ୍ତି।