Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: କଲେଜ ଛକ ସ୍ଥିତ ସିଡିଏ ମାର୍କେଟ ରେ ସୋମବାର ଚଢ଼ାଉ କରି ବିପୁଳ ଗୁଟଖା ଓ ସିଗାରେଟ ଜବତ କରିଛି ମାଲଗୋଦାମ ପୋଲିସ
Cuttack M Corp PS, Cuttack | Sep 8, 2025
ମାଲଗୋଦାମ ପୋଲିସ ପକ୍ଷରୁ କଲେଜ ଛକ ସ୍ଥିତ ସିଡିଏ ମାର୍କେଟ ରେ ସୋମବାର ରାତି ୮ଟାରେ ଚଢ଼ାଉ କରାଯାଇଥିଲା, ସେଠାରେ ବ୍ୟବସାୟୀ ଙ୍କ ଠାରୁ ବେଆଇନ ଭାବେ ବିକ୍ରି ହେଉଥିବା ବିପୁଳ ପରିମାଣର ଗୁଟଖା ଓ ସିଗାରେଟ ଜବତ କରିଛି ପୋଲିସ
Share
Read More News
T & C
Privacy Policy
Contact Us
Your browser does not support JavaScript!