Install App
sudhansusekhar.kanha.2016
This browser does not support the video element.
ମାଲକାନଗିରି: ପଡ଼କଲୋନୀ ଗ୍ରାମରେ ଅଲୋକୀକରଣ ବ୍ୟବସ୍ଥା ନଥିବାରୁ ବହୁଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ପ୍ରତିକ୍ରିୟା ଦେଲେ ଗ୍ରାମର ଜଣେ ଶିକ୍ଷିତା ଛାତ୍ରୀ
Malkangiri, Malkangiri | Aug 26, 2025
ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ କୁଡୁମୁଲୁଗୁମ୍ମା ପଂଚାୟତର ପଡ଼କଲୋନୀ ଗ୍ରାମର ସାହିରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ରେ ନାହିଁ ଲାଇଟ। ତେଣୁ ରାତ୍ରି ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ୪ଟି ଲାଇଟ ବିଦ୍ୟୁତ ଖୁଣ୍ଟରେ ଲଗାଇ ଅଲୋକୀକରଣ ବ୍ୟବସ୍ଥା କରିବା ନିମନ୍ତେ ଆଜି ଦିନ ୩ଟା ସମୟରେ ପ୍ରତିକ୍ରିୟା ଦେଲେ ଗ୍ରାମର ଜଣେ ଶିକ୍ଷିତା ଛାତ୍ରୀ
Share
Read More News
T & C
Privacy Policy
Contact Us
Your browser does not support JavaScript!