Download Now Banner

This browser does not support the video element.

ଝାରସୁଗୁଡା: କୁଲିହାମାଲ ଗ୍ରାମପଞ୍ଚାୟତ ସୁନାମୁହାଣ ରେ ଗଛରେ ପିଟି ହେଲା ବାଇକ, ଦୁର୍ଘଟଣାରେ ବାଇକ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

Jharsuguda, Jharsuguda | Sep 27, 2025
କୁଲିହାମାଲ ଗ୍ରାମପଞ୍ଚାୟତ ସୁନାମୁହାଣ ରେ ଗଛରେ ପିଟି ହେଲା ବାଇକ, ଦୁର୍ଘଟଣାରେ ବାଇକ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର ହୋଇଥିବା ନେଇ ଜଣାପଡିଛି। ସୂଚନା ଅନୁଯାୟୀ ମୃତ ବାଇକ ଚାଳକ ହୃଦାନନ୍ଦ ଦାଶ ହୋଇଥିବା ବେଲେ ପୋଖରାସାଲେ ଗ୍ରାମର ବୋଲି ଜଣାପଡିଛି l ଏହାସହ ଗୁରୁତର ଆହତ ବ୍ୟକ୍ତି ଙ୍କ ନାମ ଚୈତନ୍ୟ ମୁଣ୍ଡା ଓ ତାଙ୍କ ଘର କୋଲାବିରା ଥାନା ଅଧିନସ୍ଥ ଗହ୍ମାପାଲି ଗ୍ରାମରେ ବୋଲି ଜଣା ପଡ଼ିଛି l ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଉଭୟେ ଏକ ବାଇକ ରେ କୌଣସି କାମରେ ସୁନାମୁହାଣ କୁ ଯାଉଥିବା ସମୟରେ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l
Read More News
T & CPrivacy PolicyContact Us