This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କାପୁମାଲ ଠାରେ ଶ୍ରମିକ ଭବନ ଓ ପଞ୍ଚପଡ଼ା ସ୍ଥିତ ବୃଦ୍ଧାଶ୍ରମ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ
Jharsuguda, Jharsuguda | Oct 8, 2025
ଝାରସୁଗୁଡା ଜିଲ୍ଲା କାପୁମାଲ ଠାରେ ଥିବା ଶ୍ରମ ଯିବି ଶ୍ରମିକ ମାନଙ୍କ ପାଇଁ ବାସସ୍ଥଲି ତଥା ଶ୍ରମିକ ଭବନ ଓ ପଞ୍ଚପଡ଼ା ସ୍ଥିତ ବୃଦ୍ଧାଶ୍ରମ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ। ତେବେ ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ କାପୁମାଲ ଠାରେ ଥିବା ଶ୍ରମ ଯିବି ଶ୍ରମିକ ମାନଙ୍କ ପାଇଁ ବାସସ୍ଥଲି ତଥା ଶ୍ରମିକ ଭବନ ଓ ପଞ୍ଚପଡ଼ା ସ୍ଥିତ ବୃଦ୍ଧାଶ୍ରମ ପରିଦର୍ଶନ କରି ବିଭିନ୍ନ ସୁବିଧା ଅସୁବିଧା କୁ ନେଇ ଆଲୋଚନା କରିଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି।