This browser does not support the video element.
ଜୁଜୁମୁରା: ଭବାନିପାଲି ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ୍, ଥାନାରେ ଅଭିଯୋଗ
Jujomura, Sambalpur | Aug 24, 2025
ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ଗ୍ରାମରେ ରବିବାର ଅପରାହ୍ନରେ ଦୁଇଟି ପରିବାରରେ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରପିଟ୍ ହୋଇଛି ।ଏଥିରେ ଉଭୟ ପରିବାରର ସଦସ୍ୟମାନେ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଗ୍ରାମର ବୃନ୍ଦାବନ ଦଳାକ ଓ ଜିତେନ୍ଦ୍ର ଦଳାକ ପରିବାର ମଧ୍ୟରେ ଜମିବାଡ଼ି କୁ ନେଇ କଳହ ଲାଗିରହିଥିଲା । ଏଥିରେ ଉଭୟ ପରିବାର ସଦସ୍ୟମାନେ ଉତେଜିତ ହୋଇ ମାରପିଟ୍ ହୋଇଥିଲେ ।