Download Now Banner

This browser does not support the video element.

ସୋନପୁର: ଅଇଁଲାପାଲି ପାଖରୁ ୨୦୦ ସହ ଲିଟର ମଦ ସହ ଏକ ବାଇକ ଯବତ ଅବକାରୀ ଥାନାରେ ମାମଲା ରୁଜ୍ଜୁ।

Sonapur, Subarnapur (Sonepur) | Sep 11, 2025
ଅଇଁଲାପାଲି ପାଖରୁ ୨୦୦ ସହ ଲିଟର ମଦ ସହ ଏକ ବାଇକ ଯବତ ଅବକାରୀ ଥାନାରେ ମାମଲା ରୁଜ୍ଜୁ। ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସଦର ଅବକାରୀ ଓଆଇସି ସାନ୍ତାନୁ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ତରଭା ଥାନା ଅନ୍ତର୍ଗତ ଅଇଁଲାପାଲି ରାସ୍ତା ଦେଇ ଏକ ବାଇକ ଚାଳକ ବୌଦ୍ଧ ପଟରୁ ମଦ ନେଇ ଯାଉଥିବା ବେଳେ ଅବକାରୀ କର୍ମଚାରୀ ଙ୍କ ଆହରେ ଧରା ପଡ଼ି ଥିଲା।ଗିରଫ ହୋଇ ଥିବା ଅଭିଯୁକ୍ତ ଜଣକ ବୌଦ୍ଧ ଘଣ୍ଟାପଡା ଥାନା କୁଦବାହାଲି ଗାଁର ନବୀନ ମିର୍ଦ୍ଧା ବୋଲି ସୂଚନା ମିଳିଛି।
Read More News
T & CPrivacy PolicyContact Us