Download Now Banner

This browser does not support the video element.

କଟକ ପୌରାଞ୍ଚଳ: କନ୍ଦରପୁର ଉଚ୍ଚ ମାଧ୍ୟମ ବିଦ୍ୟାଳୟ ପରିସରରେ ବୁଧବାର "ସାଂସଦ ଖେଳ" କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

Cuttack M Corp PS, Cuttack | Sep 10, 2025
କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନ୍ଦରପୁର ଉଚ୍ଚ ମାଧ୍ୟମ ବିଦ୍ୟାଳୟ ପରିସରରେ "ସାଂସଦ ଖେଳ" କାର୍ଯ୍ୟକ୍ରମକୁ ନେଇ ଏକ ସଚେତନ ଶିବିର ବୁଧବାର ଦିନ ୩ଟାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କିଭଳି ଅଧିକ ରୁ ଅଧିକ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ସେନେଇ ବିଧାୟକ ଗୁରୁତ୍ବ ଦେଇଥିଲେ।
Read More News
T & CPrivacy PolicyContact Us