Download Now Banner

This browser does not support the video element.

ବରଗଡ: ପ୍ରାଇଭେଟ ବସଷ୍ଟାଣ୍ଡ ରାସ୍ତା ସ୍ଥିତ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଟୁକୁ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ

Bargarh, Bargarh (Baragarh) | Aug 25, 2025
ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଟୁକୁ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବରଗଡ଼ ପ୍ରାଇଭେଟ ବସ ଷ୍ଟାଣ୍ଡ ରାସ୍ତାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ସୋମବାର ଦିବା 11 ଘଣ୍ଟା ସମୟରେ ଫର ଅନୁଷ୍ଠାନର ସଦସ୍ୟ,ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀଙ୍କ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Read More News
T & CPrivacy PolicyContact Us