This browser does not support the video element.
ଦିଗପହଣ୍ଡି: ମସିହାଖାଲି ଗ୍ରାମ ପଞ୍ଚାୟତରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Digapahandi, Ganjam | Aug 1, 2024
ମସିହାଖାଲି ଗ୍ରାମ ପଞ୍ଚାୟତରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଜନ ସାଧାରଣ ମାନଙ୍କ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟା ନନ୍ଦ ଦାସ , ସ୍ଥାନୀୟ ସରପଞ୍ଚ , ସମିତିସଭ୍ୟ , ୱାର୍ଡ ସଭ୍ୟ ଏବଂ ପଞ୍ଚାୟତ ର ସମସ୍ତ ଜନ ସାଧାରଣ ମାନେ ଉପସ୍ଥିତ ଥିଲେ । ସମସ୍ତ ସମସ୍ୟାର ସମାଧାନ ଅତି ଶୀଘ୍ର ପୁରଣହେବ