This browser does not support the video element.
ଦିଗପହଣ୍ଡି: କୁକୁଡାଖଣ୍ଡି ବ୍ଲକର ସଭାଗୃହ ଠାରେ ରକ୍ତହୀନତା ଓ ଆନେମିଆମୁକ୍ତ ନିମନ୍ତେ ଏକ ସଚେତନ ବୈଠକ ଅନୁଷ୍ଠିତ
Digapahandi, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ବ୍ଲକର ସଭାଗୃହ ଠାରେ ରକ୍ତହୀନତା ଓ ଆନେମିଆମୁକ୍ତ ନିମନ୍ତେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଥିବାର ଖବର ମିଳିଛି । ଏହି ସଚେତନ ବୈଠକ ଆଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ସଚେତନ ବୈଠକ ରେ କୁକୁଡାଖଣ୍ଡି ବ୍ଲକର ବିଡିଓଙ୍କ ସମେତ ସମସ୍ତ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ । ଏଥିସହ କୁକୁଡାଖଣ୍ଡି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ର ଏଏନଏମ କର୍ମୀ ଓ ଅଙ୍ଗନାବାଡି କର୍ମୀ ମାନେ ମଧ୍ଯ ଯୋଗ ଦେଇଥିଲେ ।