Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଡାହିସାହି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ରୋଷେଇ ସମୟରେ ଗ୍ୟାସରେ ଲାଗିଲା ନିଆଁ
Baripada M, Mayurbhanj | Aug 22, 2025
ଶୁକ୍ରବାର ଦିନ ୧୧ ଟା ସମୟରେ ଖୁଣ୍ଟା ବ୍ଲକ ଅଧିନ କୁସୁମଘାଟି ସ୍ଥିତ ଡାହିସାହି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଗ୍ୟାସ ମାଧ୍ୟମରେ ରୋଷେଇ ଚ଼ାଲୁରହିଥିଲା। ତେବେ କୌଣସି କାରଣରୁ ହଠାତ୍ ଗ୍ୟାସ ପାଇପରେ ନିଆଁ ଲାଗିଯାଇଥିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!