Download Now Banner

This browser does not support the video element.

ବଲାଙ୍ଗୀର: ତୁଲଣ୍ଡି ଗ୍ରାମରେ ସନ୍ଦେହଜନକ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Balangir, Balangir | Aug 30, 2025
ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତୁଲଣ୍ଡି ଗ୍ରାମରେ ସନ୍ଦେହଜନକ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନା କୁ ଆସିଛି । ମୃତକଙ୍କ ପରିଚୟ ଦଳ ଭୋଇ ବୋଲି ଜଣାପଡିଛି। ସୂତ୍ରମାନଙ୍କ କହିବା ଅନୁସାରେ, ଦଳ ଭୋଇ କ୍ଷେତରୁ କାମ ସରି ଘରକୁ ଫେରିଥିଲେ। ସେଥିରୁ କିଛି ସମୟ ପରେ ସେ ହଟାତ୍ ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣାଯାଇଥିଲା, କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁର କାରଣ ସ୍ପଷ୍ଟ ନହୋଇଥିବାରୁ ପୋଲିସ ଘଟଣାସ୍ଥଳକୁ ପହଞ୍ଚି, ଆବଶ୍ୟକ ପଦକ୍ଷେପ ଗ୍ରହଣ କରି
Read More News
T & CPrivacy PolicyContact Us