Download Now Banner

This browser does not support the video element.

ଛତ୍ରପୁର: ଗଞ୍ଜାମ ସହର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ବିନା ହେଲମେଟରେ ବାଇକ୍ ଚାଳନା କରି ରିଲ୍ କରିବା ମହଙ୍ଗା ପଡ଼ିଲା

Chhatrapur, Ganjam | Sep 8, 2025
ବିନା ହେଲମେଟରେ ବାଇକ୍ ଚାଳନା କରି ରିଲ୍ କରୁଥିଲେ ଯୁବକ। ରିଲ୍ କରି ସୋସିଆଲ ମିଡିଆରେ ଛାଡ଼ିଲେ। ଭିଡିଓ ଭାଇରାଲ୍ ପରେ ସୋମବାର ଅପରାହ୍ନରେ କାର୍ଯ୍ଯାନୁଷ୍ଠାନ ନେଇଛି ଗଞ୍ଜାମ ପରିବହନ ବିଭାଗ ।ବାଇକ୍ ମାଲିକଙ୍କୁ ପଡିଛି ଜରିମାନା ।ଗଞ୍ଜାମ ସହର ନିକଟସ୍ଥ ଜାତୀୟ ରାଜପଥରେ ଗତ ୨୬ ଅଗଷ୍ଟରେ ରିଲ୍ କରିଥିବା ଭିଡିଓ ଭାଇରାଲ ହୋଇଥିଲା। ଜାତୀୟ ରାଜପଥରେ ବିନା ହେଲମେଟ ଓ ବିପଦପୂର୍ଣ୍ଣ ଗାଡି ଚାଳନା କରି ରିଲ୍ କରିଥିଲେ ।
Read More News
T & CPrivacy PolicyContact Us