Download Now Banner

This browser does not support the video element.

ସିମୁଳିଆ: ଖଇରା ବ୍ଲକ ପରିସର ସଭାଗୃହରେ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

Similia, Balasore | Aug 21, 2025
ବିଧାୟକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜି ଗୁରୁବାର ଅପରାହ୍ନ 4 ଘଟିକା ସମୟରେ ଖଇରା ବ୍ଲକ ପରିସର ରେ ଥିବା ସଭାଗୃହ ରେ ବିଧାୟକ ପଦ୍ମଲୋଚନ ପଣ୍ଡା ଙ୍କ ଅଧକ୍ଷତା ରେ ଆୟୋଜିତ ସମୀକ୍ଷା ବୈଠକ ରେ କୃଷି, ଉଦ୍ୟାନ, ଭେଟରାନୀ, ଫିସେରୀ ବିଭାଗ ର ସମୀକ୍ଷା ବୈଠକ ହୋଇଥିଲା l ସାଧାରଣ ଲୋକ ମାନେ ଏହି ସବୁ ବିଭାଗ ରେ କି ଲାଭ ପାଇଛନ୍ତି l ଆଉ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା l ଏଥିରେ ବ୍ଲକ ଅଧକ୍ଷା ଅଭିଲିପ୍ସା ସାହୁ ସମେତ ଜିଲ୍ଲାପରିଷଦ ମାନଶ ଦାସ, ବିଡ଼ିଓ ଓ ତହସିଲଦାର ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us