Install App
santoshbaral67
This browser does not support the video element.
ସତ୍ୟବାଦୀ: ବରାଳ ଛକରେ ପୋଲିସର ଚଢାଉ, ବିପୁଳ ପରିମାଣର କପ୍ ସିରଫ ସହ ଦେଶୀ ମଦ ଜବତ, ଥାନାରେ ମାମଲା, ୩ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Satyabadi, Puri | Aug 31, 2025
ଆଜି ପୂର୍ବାହ୍ନ ୧୦ଟାରେ ସତ୍ୟବାଦୀ ପୋଲିସ ପକ୍ଷରୁ ବରାଳ ଛକ ରେ ଚଢ଼ଉ କରାଯାଇ ବିପୁଳ ପରିମାଣର କପ୍ ସିରଫ ସହ ଦେଶୀ ମଦ ଜବତ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଆଳିକିଆ ଗ୍ରାମର ସୁଶାନ୍ତ କୁମାର ରାୟ ଓ ବଳଙ୍ଗା ଥାନା ଦୁବାଇ ପୁର ଗ୍ରାମର ଲକ୍ଷ୍ମୀଧର ସେଠୀ ଓ ପ୍ରକାଶ କୁମାର ସ୍ଵାଇଁ ବୋଲି ପୋଲିସ ସୂଚନା ଦେଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!