Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଜିଗ୍ନିପୁର ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମାହାଙ୍ଗା ବିଧାୟକ

Cuttack M Corp PS, Cuttack | Aug 22, 2025
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଠାରେ ଶୁକ୍ରବାର ଦିନ ୧ଟା ରେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଯାଇଛି। ବଳଦେବ ଜୀୟୁ ମନ୍ଦିର ରୋଷvଶାଳ ଗୃହର ଶୁଭ ଉଦଘାଟନ ଓ ବଳଦେବ ଜୀୟୁ କଲ୍ୟାଣ ମଣ୍ଡପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ, ଦୋକାନ ଗୃହର ଶୁଭ ଉଦଘାଟନ ଓ ଜିଗ୍ନୀପୁର ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେଲେ ବିଧାୟକ ସାରଦା ପ୍ରଧାନ ଯୋଗଦେଇଥିଲେ।
Read More News
T & CPrivacy PolicyContact Us