Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ରେ ମହମ୍ମଦ ଜୟନ୍ତି ପାଳିତ

Govindpur, Sambalpur | Sep 5, 2025
ବାମରା ଠାରେ ମୁସଲିମ ସମ୍ପ୍ରଦାୟର ପକ୍ଷରୁ ମହମ୍ମଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସୂଚନା ଅନୁସାରେ ମହାପୁରୁଷ ମହମ୍ମଦ ସାହେବ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଶୁକ୍ରବାର ଦିନ ବାମରା ଷ୍ଟେସନ ବସ୍ତି ସ୍ଥିତ ନୁରି ଜମା ମସଜିଦ ରୁ ଏକ ରେଲି ବାହାରି ଷ୍ଟେସନ ବସ୍ତି, ବିଜୁପଟ୍ଟନାୟକ ଛକ ଓ ବସଷ୍ଟାଣ୍ଡ ଦେଇ ପୁଣି ମସଜିଦ କୁ ଫେରି ଯାଇଥିଲା। କମିଟି ସମ୍ପାଦକ ମହମ୍ମଦ ଅକ୍ତରଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୌଲାନା ନୱାବ ଆମୀର ନୁରି ମହମ୍ମଦ ସାହେବଙ୍କ ଜୀବନୀ ବ୍ୟାଖ୍ୟା କରିଥିଲେ।
Read More News
T & CPrivacy PolicyContact Us