Install App
basant8282
This browser does not support the video element.
ତାଳଚେର ସଦର: ତାଳଚେର ଟ୍ରକ ମାଲିକ ସଙ୍ଘ ନିର୍ବାଚନରେ ସଭାପତି ଭାବେ ବିଜୟୀ ହେଲେ ଦିଲ୍ଲୀପ ପାଣି
Talcher Sadar, Angul | Sep 28, 2025
ତାଳଚେର ଟ୍ରକ ମାଲିକ ସଙ୍ଘ ନିର୍ବାଚନରେ ସଭାପତି ଭାବେ ଦିଲ୍ଲୀପ ପାଣି ବିଜୟୀ ହୋଇଛନ୍ତି । ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ରବିବାର ସକାଳ ୮ ଘଟିକାରୁ ନିର୍ବାଚନ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଥିଲା । ନବନିର୍ବାଚିତ ସଭାପତି ଦିଲ୍ଲୀପ ପାଣିଙ୍କ ପ୍ରତିକ୍ରିୟା ।
Share
Read More News
T & C
Privacy Policy
Contact Us
Your browser does not support JavaScript!