Download Now Banner

This browser does not support the video element.

କୁଚିଣ୍ଡା: କୁଚିଣ୍ଡା ମୁକୁନ୍ଦି ଷ୍ଟାଡିୟମ୍ ଠାରେ ଚାଲିଥିବା ମା ଦୁର୍ଗା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Kochinda, Sambalpur | Sep 30, 2025
ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ କୁଚିଣ୍ଡା ଦଶହରା ପର୍ବ ଅବସରରେ ୯୮ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ମା ଦୁର୍ଗା କପ୍ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ସନ୍ଧ୍ୟା ସାତ ଟା ସମୟରେ ଉଦଯାପିତ ହୋଇ ଯାଇଛି । ଗତ ୨୬ ତାରିଖ ରୁ ଅଞ୍ଚଳ ର ୨୪ ଟି ଦଳ କୁ ନେଇ ,ସ୍ଥାନୀୟ ମୁକୁନ୍ଦି ଷ୍ଟାଡିୟମ ଠାରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ରେ ଲୁଧାପୋଷି ଦଳ କୁ ପରାସ୍ତ କରି ହାଡ଼ିପାଲି ଦଳ ବିଜେତା ହୋଇଥିଲା। ଏହାର ଉଦଯାପନୀ ଉତ୍ସବ ରେ କୁଚିଣ୍ଡା NAC ଅଧକ୍ଷ ପ୍ରଦ୍ୟୁତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us