Download Now Banner

This browser does not support the video element.

ମହୁଲପାଲି: କେଶାଇବାହାଲ ଓ ଚାରମାଲ ଗ୍ରାମରେ ମାଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

Mahulpalli, Sambalpur | Sep 8, 2025
ବାମରା ବ୍ଲକ ଅନ୍ତର୍ଗତ କେଶାଇ ବାହାଲ ଓ ଚାରମାଲ ଗ୍ରାମରେ ସୋମବାର ସନ୍ଧ୍ୟା ୫ ଟା ସମୟରେ ମାଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଲକ୍ଷ୍ମୀ, କରୁଣାମୟୀ, ଜୟଦୂର୍ଗା ଓ ବୈଷ୍ଣଦେବି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସମ୍ବଲପୁର ସାମାଜିକ ସେବା ସନ୍ସ୍ଥା ର ଆନିମେଟର ପଦ୍ମିନୀ ବଙ୍କରା ଙ୍କ ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ ସହ ଲୋକଙ୍କୁ ସଚେତନ କରା ଯାଇଥିଲା।
Read More News
T & CPrivacy PolicyContact Us