Download Now Banner

This browser does not support the video element.

ଢେଙ୍କାନାଳ ସଦର: ସହରରେ ୩୯ଟି ମଣ୍ଡପରେ ଗଣପତି ବାବାଙ୍କ ପୂଜା ଆରମ୍ଭ

Dhenkanal Sadar, Dhenkanal | Aug 27, 2025
ଢେଙ୍କାନାଳ ସହରରେ ଆଜି ବୁଧବାରଠାରୁ ଗଣପତି ବାବାଙ୍କର ପୂଜା ଆରମ୍ଭ ହୋଇଛି। ସହରରେ ମଧ୍ୟାହ୍ନ ପରଠାରୁ ବିଭିନ୍ନ କ୍ଲବ ପକ୍ଷରୁ ମହା ଆଡମ୍ବରରେ ପୂଜା ଅନୁଷ୍ଠିତ ହେଉଥିବାର ଏହି ଦୃଶ୍ୟ । ଚଳିତ ବର୍ଷ ୩୯ଟି ମଣ୍ଡପରେ ବାବା ଗଜନନ ପୂଜା ପାଉଛନ୍ତି । ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ ଏବଂ ୩ ତାରିଖ ଦିନ ମିଳିତ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବାର ସ୍ଥିର ହୋଇଛି। ଚଳିତବର୍ଷ ବିଭିନ୍ନ କ୍ଲବ ପକ୍ଷରୁ ଷ୍ଟେଜପୋଗ୍ରାମ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛିା ଅତିସୁନ୍ଦର ତୋରଣମାଳାରେ ଗଣେଶଙ୍କ ବଡ ବଡ ମୂର୍ତ୍ତୀ ପ୍ରତିମା ଗୁଡିକ ବେସ ଚିର୍ତ୍ତାକର୍ଷକ ହୋଇଛି।
Read More News
T & CPrivacy PolicyContact Us