Download Now Banner

This browser does not support the video element.

ଢେଙ୍କାନାଳ ସଦର: ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଶିକାରୀଙ୍କ ଗୁଳିମାଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ବିଚାରଧୀନ କଏଦୀଙ୍କ ଚିକିତ୍ସା ବେଳେ କଟକରେ ମୃତ୍ୟୁ

Dhenkanal Sadar, Dhenkanal | Aug 21, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଶିକାରୀଙ୍କ ଗୁଳିମାଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ଜଣେ ବିଚରାଧୀନ କଏଦୀଙ୍କ ଆଜି କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି l ଗତ 24.5.25 ରିଖରେ ତଣ୍ଟିଚିରା ଜଙ୍ଗଲରେ ଫରେଷ୍ଟର ମାନସ ପ୍ରଧାନଙ୍କୁ 4 ଜଣ ଗୁଳି କରି ହତ୍ୟା କରିବା ପରେ ଗିରଫ ହୋଇ ହିନ୍ଦୋଳ ଜେଲରେ ଥିଲେ ପୂର୍ଣ୍ଣ ଚନ୍ଦ୍ର ଦେହୁରୀ l ତାଙ୍କୁ କିଛି ଦିନ ତଳେ ଚୌଦ୍ଵାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା l ଜେଲରେ କୌଣସି କାରଣରୁ ଅସୁସ୍ଥତା ଯୋଗୁଁ ୨ ଦିନ ହେଲା ସେ କଟକ ବଡ଼ ମେଡିକାଲ ରେ ଚିକିତ୍ସିତ ହେଉଥିଲେ l ହେଲେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।
Read More News
T & CPrivacy PolicyContact Us