Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ନରେନ୍ଦ୍ର ପୁଷ୍କରିଣୀ ଜଳରେ ବୁଡ଼ି ଯାଇ ଜଣେ ଅଜଣା ବ୍ୟକ୍ତି ର ମୃତ୍ୟୁ, ଭାସୁ ଥିବା ସମୟରେ ଦମଳବାହିନୀ ଦ୍ଵାରା ମୃତ ଅବସ୍ଥାରେ ଉଦ୍ଧାର

Puri M, Puri | Oct 5, 2025
ନରେନ୍ଦ୍ର ପୁଷ୍କରିଣୀ ଜଳରେ ବୁଡ଼ି ଯାଇ ଜଣେ ଅଜଣା ବ୍ୟକ୍ତି ର ମୃତ୍ୟୁ, ଭାସୁ ଥିବା ସମୟରେ ଦମଳବାହିନୀ ଦ୍ଵାରା ମୃତ ଅବସ୍ଥାରେ ଉଦ୍ଧାର l ମୃତଙ୍କ ପରିଚୟ ମିଳିନଥିବା ବେଳେ କୁମ୍ଭାରପଡା ଥାନା ପୋଲିସ ଦ୍ୱାରା ଅପମୃତ ମାମଲା ରୁଜୁ ହୋଇଥିବା ସୂଚନା ମିଛି l
Read More News
T & CPrivacy PolicyContact Us