This browser does not support the video element.
ବୀରମହାରାଜପୁର: ବୀରମହାରାଜପୁରରେ ଘାସି ସମାଜ କଲ୍ୟାଣ ସଂଘ ତରଫରୁ ବିଧାୟକଙ୍କୁ ସମ୍ବର୍ଧନା ପ୍ରଦାନ
Biramaharajpur, Subarnapur (Sonepur) | Aug 21, 2025
ବୀରମହାରାଜପୁର କୁ ଏନଏସି ଗହୋଷଣା ପରେ ଆଜି ସନ୍ଧ୍ୟା ପ୍ରାୟ 6ଟା ସମୟରେ ଠାରେ ଘାସି ସମାଜ କଲ୍ୟାଣ ସଂଘ ତରଫରୁ ବିଧାୟକ ରଘୁନାଥ ଜଗଦଲା ଙ୍କୁ ସମ୍ବର୍ଦ୍ଧିନ ପ୍ରଦାନ କରାଯାଇଛି l ପ୍ରଥମେ ସଂଘ ତରଫରୁ ଏକ ବିରାଟ ଶୋଭାଯାତ୍ରରେ ରେ ରଥପୁର ଛକ ଠାରୁ ବିଧାୟକ ଙ୍କୁ ପାଛୋଟି ଆଣି ଥିଲେ l ସଂଘ ତରଫରୁ ବିଧାୟକଙ୍କୁ ଫୁଲ ତୋଡା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ମୁଖ୍ୟ ଛକ ରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଟିତ ହୋଇଥିଲା l ସଂଘର ସଭାପତି ସୁରେଶ କଲତା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ଜଗଦଳା ଙ୍କ ସମେତ ଜିଲ୍ଲା ଭାଜପା ସଭାପତି ବେଣୁଧର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍