Download Now Banner

This browser does not support the video element.

ସତ୍ୟବାଦୀ: ସୁଭଦ୍ରା ଯୋଜନାକୁ ନେଇ ସାକ୍ଷୀଗୋପାଳରେ ସଚେତନତା ପଦଯାତ୍ରା ଅନୁଷ୍ଠିତ

Satyabadi, Puri | Sep 15, 2024
ସାକ୍ଷୀଗୋପାଳରେ ଆଜି ଦିନ ୧୨ଟାରେ ସୁଭଦ୍ରା ଯୋଜନାକୁ ନେଇ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଅଙ୍ଗନବାଡ଼ି କର୍ମୀ, ସହାୟୀକା, ଆଶାକର୍ମୀ, SHG ଓ MBK ଗ୍ରୁପର ସମସ୍ତ ମହିଳାମାନେ ହାତରେ ପ୍ଲାକାର୍ଡ ଧରି ସାକ୍ଷୀଗୋପାଳ ମନ୍ଦିରରୁ ବକୁଳବନ ଅଭିମୁଖେ ଯାତ୍ରା କରିଥିଲେ। ଏହି ଯୋଜନାକୁ ଅଯୋଗ୍ୟ ହିତାଧୀକାରୀ କାହାର ବଶବର୍ତ୍ତୀ ହୋଇ ଦଲାଲଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ହାତେବାକୁ ଉଦ୍ୟମ କରି ଧରାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ସତ୍ୟବାଦୀ ବ୍ଲକ CDPO ସମସ୍ତଙ୍କୁ ବୁଝାଇଥିଲେ‌।
Read More News
T & CPrivacy PolicyContact Us