Install App
khabr.malyabanta
This browser does not support the video element.
ମାଲକାନଗିରି: ମାଲକାନଗିରି ଜିଲ୍ଲା ଗମ୍ଫାକୋଣ୍ଡା ମଣ୍ଡଳ ସ୍ତରୀୟ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ନରନାରାୟଣ ସେବାଶ୍ରମ ପୋଟେରୁ ଠାରେ ଅନୁଷ୍ଠିତ ହୋଇଯାଇଅଛି
Malkangiri, Malkangiri | Sep 28, 2025
ମାଲକାନଗିରି ଜିଲ୍ଲା ଗମ୍ଫାକୋଣ୍ଡା ମଣ୍ଡଳ ସ୍ତରୀୟ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ନରନାରାୟଣ ସେବାଶ୍ରମ ପୋଟେରୁ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ମୁଖାର୍ଜୀ, ମଣ୍ଡଳ ସଭାପତି ନିଖିଲ ଦାସ, ସରପଞ୍ଚ ଓ ଜନ ପ୍ରତିନିଧି ଙ୍କ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସ୍ୱଦେଶୀ, ସୁସ୍ଥ ନାରୀ, ଶସକ୍ତ ପରିବାର ଉପରେ ବିସ୍ତୃତ ଆଲୋଚନା କରିଥିଲେ ଓ ସମସ୍ତଙ୍କୁ ସ୍ୱଦେଶୀ ବ୍ୟବହାର ପାଇଁ ଶପଥ ଗ୍ରହଣ କରାଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!