This browser does not support the video element.
କବିସୂର୍ଯ୍ୟନଗର: ବିଶ୍ୱ ଫିଜିଓଥେରାପି ଦିବସ ବେଗୁନିଆପଡା ରେ ପାଳିତ
Kabisuryanagar, Ganjam | Sep 8, 2025
ସେପ୍ଟେମ୍ବର 8 ତାରିଖ ହେଉଛି ବିଶ୍ୱ ଫିଜିଓଥେରାପି ଦିବସ । ଏହି ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ବେଗୁନିଆପଡା ସ୍ଥିତ ପଲ୍ଲୀ କ୍ଲିନିକ ଓ ରିଭାଇବ ଫିଜିଓ କେୟାର ସେଣ୍ଟର ରେ କେକ କାଟି ପାଳନ କରାଯାଇଛି । ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦଣ୍ଡପାଣି ପ୍ରଧାନ, ଏସ. ଛଚିନା ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ପୂର୍ବତନ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ନାୟକ ପଲ୍ଲୀ କ୍ଲିନିକ ଡାକ୍ତର ଅଜିତ କୁମାର ପଟ୍ଟନାୟକ, ରିଭାଇବ ଫିଜିଓ କେୟାର ଡାକ୍ତର ଓମ ଶ୍ରୀ ପଟ୍ଟନାୟକ, ସାମ୍ବାଦିକ ଜୟକୃଷ୍ଣ ମାଝୀ ଉପସ୍ଥିତ ରହି କେକ କରିବା ସହ ଏହି ଦିବସ ପାଳନ କରିଥିଲେ ।