Download Now Banner

This browser does not support the video element.

ଅତାବିରା: ଭେଡେନ ଠାରେ ସାମାଜିକ ମାଧ୍ୟମରେ ମଚାନ ର ନିରାପତ୍ତା କାର୍ଯ୍ୟକ୍ରମ ,ଯୋଗଦେଲେ ବିଇଓ

Attabira, Bargarh (Baragarh) | Sep 13, 2025
ଆଜି ଶନିବାର ପୂର୍ବାହ୍ନ ସାଢେ ଦଶଟାରେ ବରଗଡ ଜିଲା ଭେଡେନ ଠାରେ ସାମାଜିକ ମାଧ୍ଧମରେ ମଚାନର ନିରାପତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ସଚେତନ ଧର୍ମୀ କାର୍ଯ୍ୟକ୍ରମରେ ଭେଡେନ ବିଇଓ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ,ସମ୍ମାନୀତ ଅତିଥି ଭାବେ ଭେଡେନ ତାଲୁକ କୋର୍ଟର ଜର୍ଜ ପ୍ରିୟଂକା ପ୍ରିୟଦର୍ଶନୀ ପଟେଲ,ଓକିଲି ସଂଘର ସଭାପତି ଜଗତ ଭୁଷଣ ଶତପଥି,ଆଇନଜିବି ସରୋଜ କୁମାର ମିଶ୍ର,କିରନ କୁମାର ଭୋଇ ,ଧ୍ରୁବରାଜ ସୁରେନ,ସେବକ କୁମ୍ଭାର,ସୁରେନ୍ଦ୍ର ଭୋଇ ଯୋଗଦେଇଥିଲେ |
Read More News
T & CPrivacy PolicyContact Us