Download Now Banner

This browser does not support the video element.

ମାଲକାନଗିରି: ଶିଖପାଲି ଠାରେ ୟୁରିଆ ଅଭାବକୁ ନେଇ ଚାଷୀଙ୍କ ଆନ୍ଦୋଳନ ପ୍ରଶାସନର ପ୍ରତିଶ୍ରୁତି ପରେ ସ୍ଥଗିତ, ପ୍ରତିକ୍ରିୟା ରଖିଲେ ପୋଟେରୁ ଲ୍ୟାମ୍ପ ଏମଡି

Malkangiri, Malkangiri | Aug 25, 2025
ମାଲକାନଗିରି ଜିଲ୍ଲା ର ଶିଖପାଲି ଠାରେ ଚାଷୀ ମାନେ ୟୁରିଆ ସାର ର ଅଭାବ ବିକ୍ରି କୁ ନେଇ ପ୍ରତିବାଦ କରି ରାସ୍ତା ଅବରୋଧ କରିଥିବା ବେଳେ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଂଚି ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଧାରଣା ପ୍ରତିହତ ହୋଇଥିଲା। ଏନେଇ ପୋଟେରୁ ଲ୍ୟାମ୍ପ ଏମଡି ସେଠାରେ ପହଁଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us