This browser does not support the video element.
ସଦର: କଳାହାଣ୍ଡି ମାଟିର ପୁଅ ଏସଟିଏଫ ଡିଆଇଜି ହେଲେ ଶ୍ରୀ ପିନାକ ମିଶ୍ର
Sadar, Kalahandi | Aug 28, 2025
ଓଡ଼ିଶା ସରକାର ଙ୍କୁ ସ୍ଥାନୀୟ ବାସିନ୍ଦା ଆଜି ଧନ୍ୟବାଦ ଜଣାଇଛନ୍ତି। ଖାକି ପ୍ରତି ନିଜର ସମର୍ପଣ ଭାବ ଓ କର୍ତ୍ତବ୍ୟ ନିଷ୍ଠା ର କଷଟିରେ କୃତକାର୍ଯ୍ୟ ହୋଇ ପଦୋନ୍ନତି ପାଇ STF D.I.G ହେଲେ କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀ Pinak Mishra ।