This browser does not support the video element.
ହିନ୍ଦୋଳ: ସେରଣାବେଡ଼ା ଗଛରେ ପିଟି କାର ଦୁର୍ଘଟଣାରେ ରାଜସ୍ଵ ନିରକ୍ଷକ ମୃତ, ୨ପରିବାରର ୬ ଗୁରୁତର
Hindol, Dhenkanal | Oct 1, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ସେରଣାବେଡା ଗ୍ରାମ ନିକଟରେ ଆଜି ବୁଧବାର ଭୋର ସମୟରେ କାର ରାସ୍ତାକଡ଼ରେ ଥିବା ଗଛରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଯାହାଦ୍ଵାରା କାରରେ ଥିବା ୨ଟି ପରିବାରର ସାନ ବଡ ପୁରୁଷ ମହିଳା ୭ ଜଣ ସଦସ୍ୟ ଦଶରା ଛୁଟି କାଟିବାକୁ ତାରାତାରିଣୀ ଯାଇ ଦର୍ଶନ ସାରି ଘରକୁ ଫେରୁଥିବାବେଳେ କାର ଦୁର୍ଘଟଣା ଘଟିଥିଲା । ଯାହାଦ୍ଵାରା ୨ପରିବାରର ସମସ୍ତ ସଦସ୍ୟ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ପ୍ରଥମେ ଅନୁଗୋଳ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରା